ପାଥୋଲାବ “କୁରୋସିଓ” ଆରମ୍ଭ

 

ଭୁବନେଶ୍ବର: ଆଚାର୍ଯ୍ୟବିହାର ସ୍ଥିତ  ଡକ୍ଟର ଲାଲ (#DrLaL) ପାଥୋଲାବର ଏକ ଫ୍ରାଞ୍ଚାଇଜ  ’କ୍ୟୁରୋସିଓ’ ଉଦଘାଟିତ ହୋଇଛି।ଏହି ଅବସରରେ କହିଛନ୍ତି ଯେ,ଏହି ପାଥୋ ଲାବରେ  ରାଜଧାନୀ ରେ ବସବାସ କରୁଥିବା ବୟସ୍କ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରତିଷ୍ଠାତା ଶ୍ରୀ ସ୍ନେହାଂଶୁ ପାଲ କହିଛନ୍ତି। ରୋଗୀ ମାନଙ୍କୁ ସହଜ,ସରଳ ଓ ସୁବିଧାଜନକ ଭାବେ ସେବା ଯୋଗାଇବା ଉଦ୍ଦେଶ୍ୟରେ “କ୍ୟୁରୋସିଓ” କୁ ପ୍ରତିଷ୍ଠା କରାଯାଇଥିବା କହିଛନ୍ତି। ଏଠାରେ ସମସ୍ତ ଜନସାଧାରଣ ଉଚିତ ଦାମରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସେବା ଉପଲବ୍ଧ ହୋଇ ପାରିବେ।

 

ଗମନା ଗମନ ସୁବିଧାକୁ ଦୃଷ୍ଟିରେ ରଖି  ପାଥୋଲାବଟି ଆଚାର୍ଯ୍ୟବିହାର ଓ ଜୟଦେବବିହାରକୁ ସଂଯୋଗ କରୁଥିବା ଓଭରବ୍ରିଜ ନିକଟରେ ପ୍ରତିଷ୍ଠା କରାଯାଇଥିବା ପ୍ରତିଷ୍ଠାତା କହିଛନ୍ତି।

 

Leave a Reply

Your email address will not be published.