ଭୁବନେଶ୍ୱରରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ

ଭୂବନେଶ୍ବର: ଭୁବନେଶ୍ୱରରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ ହୋଇଛି । କୋଲଥିଆରୁ ଜବତ କଲା ନାରକୋଟିକ କଣ୍ଟ୍ରୋଲ ବ୍ୟୁରୋ । ଏହାସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ଅଫିମର ପରିମାଣ ୨୦ କେଜି । ତେବେ ହରିୟାଣା ଚୋରା ଚାଲାଣ କରୁଥିବାର ଜଣାପଡିଛି ।
ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଉତ୍ତରପ୍ରଦେଶର ।
୧୬ ଚକିଆ କଣ୍ଟେନର ଗାଡିରେ ହେଉଥିଲା ଚୋରା ଚାଲାଣ ।

Leave a Reply

Your email address will not be published.