ବେଳଦା ଗ୍ରାମରେ ୪୦ ବର୍ଷୀୟ ଯୁବକ ନିଖୋଜ

ଖଇରା,(ନାଗରାଜ ନ୍ୟୁଜ):  ବେଳଦା ଗ୍ରାମରେ ୪୦ ବର୍ଷୀୟ ଯୁବକ ନିଖୋଜ . ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଆଟ ପୁର ପଞ୍ଚାୟତ ବେଳଦା ଗ୍ରାମରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି . ଏଇ ଯୁବକ ଗତ ୧୭ ତାରିଖ ଶନିବାର ଦିନ ଠାରୁ ଘର ଛାଡ଼ି କେଉଁଆଡେ ଚାଲିଯାଇଛନ୍ତି ଏପର୍ଯ୍ୟନ୍ତ କିଛି ଖବର ମିଳୁନାହିଁ . ସେ ଜଣେ ମାନସିକ ରୋଗୀ ଓ ଚିକିତ୍ସିତ ହେଉଥିଲେ ନାମ ଉମାକାନ୍ତ ବେହେରା ବୟସ ୪୦ ବର୍ଷ ଜିଲ୍ଲା ବାଲେଶ୍ଵର ବ୍ଲକ ସୋର ପଞ୍ଚାୟତ ଆଟପୁର ଗ୍ରାମ ବେଳଦା ପୋଷ୍ଟ ତୁଡିଗଢିଆ ଯଦି କେହି ସହୃଦୟ ବ୍ୟକ୍ତି ଦେଖନ୍ତି ଦୟା ପୂର୍ବକ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ 9668538259,7608923636 ଏହି ନମ୍ବର ବ୍ୟକ୍ତି ର ନିଜ ସମ୍ପର୍କୀୟ ଅଟନ୍ତି .

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.