ଟ୍ରକ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାଙ୍କୀ,(ନାଗରାଜ ନ୍ୟୁଜ): ବୈଦେଶ୍ୱର ଥାନା ଅନ୍ତର୍ଗତ ପର୍ଶୁରାମପୁର ଛକ ଠାରେ ଟ୍ରକ ଧକ୍କାରେ ଜଣେ ମୃତ । ମୃତକ ଜଣଙ୍କ ହେଉଛନ୍ତି ପର୍ଶୁରାମ ପୁର ଗ୍ରାମର ବିଜୟ କୁମାର ସାହୁ । ବୟସ 45ବର୍ଷ । ସେ ରାସ୍ତା ପାର ହେଉଥିବା ବେଳେ ଘଟିଛି ଦୁର୍ଘଟଣା । ସ୍ଥାନୀୟ ଲୋକଙ୍କ କ୍ଷତି ପୂରଣ ଦାବିରେ ଖୋର୍ଦ୍ଧା, କଣ୍ଟିଲୋ ମୂଖ୍ୟ ରାସ୍ତା ଅବରୋଧ ।ପୋଲିସ ପ୍ରଶାସନ ଘଟଣା ସ୍ଥଳେ ପହଁଚି ବୁଝା ସୁଝା ପରେ ହଟିଚି ରାସ୍ତାରୋକ ।

Leave a Reply

Your email address will not be published.