ମଦଦୋକାନ ଖୋଲିବା ବିରୋଧରେ ପୁରୀ ଜିଲାପାଳଙ୍କୁ ଦାବିପତ୍ର

ପୁରୀ, (ନାଗରାଜ ନ୍ୟୁଜ): ମଦଦୋକାନ ଖୋଲିବା ବିରୋଧରେ ପୁରୀ ଜିଲାପାଳଙ୍କୁ ଦାବିପତ୍ର ଦେଲେ ବଲରା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ପୁରି ଜିଲ୍ଲା କାକଟପୁର ବ୍ଲକ ବଲରା ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏକଜୁଟ ହୋଇ କାକଟପୁର ବଳାରା ଗ୍ରାମ ନିକଟରେ ଉତ୍କଳ ପ୍ଲାଜା ଠିପିଖୋଲା ବିଦେଶୀ ମଦଦୋକାନ ଖୋଳିବାକୁ ବିରୋଧ କରି ଜିଲାପାଳ ଙ୍କୁ ଡାବିପତ୍ର ଦେଇଥିଲେ। ଯେହେତୁ ଗତ ଏପ୍ରିଲ ୪ ତାରିଖରେ କାକଟପୁର ମହିଳା ମାନେ ମଦଦୋକାନ ବନ୍ଦ ପାଇଁ ବିରାଟ ଆନ୍ଦୋଳନ କରିଥିଲେ ଏଥିରେ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କର ସୁପାରିଶ କ୍ରମେ ମଦଦୋକାନ ବନ୍ଦ କରାଯାଇଥିଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକିଜେ ଉକ୍ତ ମଦଦୋକାନ ର ମାଲିକ କିଛି ଅସାମାଜିକ ଲୋକଙ୍କୁଧରି ସକାରାତ୍ମକ ଭାବରେ ଏହି ଠିପିଖୋଲା ମଦଦୋକାନ ଚଲେଇବା ପାଈଁ ଜିଲାପାଳଙ୍କ ଅଫିସରେ କୁଜିନେତାକୁ ଧରି ପ୍ରୟାସ ଚଳାଇଛି। ସେଥିପାଇଁ ଏହି ଠିପିଖୋଲା ମଦଦୋକାନ ଯେପରି ସେଠାରେ ଖୋଲାନଯାଉ ସେଥିପାଇଁ ଡରି ଜିଲାପାଳଙ୍କୁ ଡାବିପତ୍ର ଦେଇଥିଲେ।

Leave a Reply

Your email address will not be published.