ବାଲେଶ୍ଵର RTO ଅଫିସ୍ ଦଲାଲ୍ ଙ୍କ କବ୍ଜାରେ

ଖଇରା, (ନାଗରାଜ ନ୍ୟୁଜ): ଘଟଣା ରୁ ପ୍ରକାଶ ଯେ ବାଲେଶ୍ଵର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିଲେ ମଧ୍ୟ ଦଲାଲ୍ ଙ୍କ କବ୍ଜାରେ , ସରକାର ସାଧାରଣ ଲୋକଙ୍କ ପାଇଁ ସବୁ ପ୍ରକାର ର‌ ସୁବିଧା କରୁଥିଲା ବେଳେ କିନ୍ତୁ ଏଠି ନିୟମ ସବୁ ଓଲଟା , ପରିବହନ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଏଠି ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ପାଖରେ ଜଣେ ଜଣେ ଦଲାଲ ଙ୍କୁ ରଖି ସାଧାରଣ ଲୋକଙ୍କୁ ଲୁଟୁଛନ୍ତି , ପଚାରିଲେ କହୁଛନ୍ତି କର୍ମଚାରୀ ଅଭାବ , ଆଞ୍ଚଳିକ ପରିବହନ ଅଧିକାରୀ ସବୁ ଜାଣି ଚୁପ୍ , ଏଠି ପ୍ରଶ୍ନ ଉଠେ ପରିବହନ ଅଧିକାରୀ ଏ ସବୁ ପାଇଁ ମୋଟା ଅଙ୍କର P .C ନେଉନାହାନ୍ତି ତ ? ଆଜ୍ଞା ଥରେ ଭଲ କରି ଦେଖନ୍ତୁ .OR 11.G 5009 & OR 01 K 0032 , ଏଇ ଦୁଇ ଟି ଗାଡ଼ିକୁ , ଏଇ ଦୁଇ ଟି ଗାଡ଼ି ହେଲା ପଥର, ମାଟି,ବାଲି, ବହିବା ଗାଡ଼ି କିନ୍ତୁ ଏହି ଦୁଇ ଟି ଗାଡ଼ିର 2019 ଠୁ କୈାଣସି ବି କାଗଜ ପତ୍ର ନାହିଁ, ଯଦି ରାସ୍ତା ରେ କୈାଣସି ଦୁର୍ଘଟଣା ଘଟାଏ ତେବେ ବୁଝିବ କିଏ‌ ? ଏହି ଭଳି ଆଜ୍ଞା ଆହୁରି ଅନେକ ଗାଡ଼ି ବିନା କାଗଜ ପତ୍ର ରେ ଚାଲୁଅଛି, କିନ୍ତୁ R T O ମହାଶୟ ସବୁ ଜାଣି ନ ଜାଣିବା ଭଳି ଅଭିନୟ କରିଛନ୍ତି।ତେବେ ଏଠି ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି ଜେ ବାଲେଶ୍ଵର ପରିବହନ ବିଭାଗ କାହାର, ଓଡ଼ିଶା ସରକାର ର ନାଁ ଦଲାଲ୍ ମାନଙ୍କ ର‌ , ଦେଖିବାକୁ ବାକି ରହିଲା ଦଲାଲ୍ ମୁକ୍ତ କେବେ ହେବ ବାଲେଶ୍ବର ପରିବହନ କାର୍ଯ୍ୟାଳୟ .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.