ରାଜଗାଙ୍ଗପୁର ଏବଂ କୁତ୍ରା ବ୍ଳକ ଜୋନ (କ)ରେ ବିଜେଡିର ବାଜିମାତ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢେଇ ରେ ରାଜଗାଙ୍ଗପୁର ଏବଂ କୁତ୍ରା (କ) ଜୋନରେ ବିଜେଡି ବାଜିମାତ କରିଛି । ବିଜେଡିର ପିଙ୍କିସୂନ୍ୟାନୀ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀନୀଙ୍କୁ ବହୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ସେହିପରି ରାଜଗାଙ୍ଗପୁର (କ)ଜୋନରେ ବିଜେଡିପ୍ରାର୍ଥୀନୀ ଶୁଶିଲା ଟପ୍ପୋ କଂଗ୍ରେସର ସବିତା ମିଞ୍ଜଙ୍କୁ ୧୩୦୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଶୁଶିଲା ଟପ୍ପୋ ମୋଟ ୧୩୩୩୩ ଭୋଟ ପାଇଥିବାବେଳେ କଂଗ୍ରେସ ୧୨୦୨୪ ଏବଂ ବିଜପି ମାତ୍ର ୫୯୪୭ ଖଣ୍ଡ ଭୋଟ ପାଇଛନ୍ତି ।

 

Leave a Reply

Your email address will not be published.