ରକ୍ତଦାନ ଶିବିର ଅନୁଷ୍ଠିତ

ଭୂବନେଶ୍ବର: ବାଙ୍କୀ ସରଣ୍ଡାଗଡ଼ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ଆଜି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିବାବେଳେ ଜୀବନ ବିନ୍ଦୁ ଆବାହକ ତଥା ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ପରିଦର୍ଶନ କରିଛନ୍ତି । ଆଜି ସ୍ବେଚ୍ଛାକୃତ ଭାବେ ଏକ ଶହରୁ ଉର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published.