ପୁରୀ ଟାଉନଥାନା ସମ୍ମୁଖରେ ରକ୍ତାକ୍ତ ପରିସ୍ଥିତି

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଟାଉନଥାନା ସମ୍ମୁଖରେ ରକ୍ତାକ୍ତ ପରିସ୍ଥିତି । ଦୁଇଜଣ ଶ୍ରମିକଙ୍କ ଭିତରେମୁଥା ମରାମରି ହୋଇ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଟାଉନଥାନା ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଉଭୟଙ୍କୁ ପୁରୀ ଡାକ୍ତର ଖାନାରେ ଚିକିତ୍ସା କରାଇବାସହ ଟାଉନଥାନାରେ ଅଟକ ରଖାଯାଇଛି। ଏବଂ ଘଟଣା ସମ୍ପର୍କରେ ତଦନ୍ତ କରୁଛି ପୋଲିସ

Leave a Reply

Your email address will not be published.