କ୍ୱନକିଡୋ ଆସୋସିଏସନର ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ

 

ଭୁବନେଶ୍ୱର : କ୍ୱନକିଡୋ ଆସୋସିଏସନ ପକ୍ଷରୁ ସେକ୍ଟର – ୬ ଅନୁସୂଚିିତ ଜାତି ଓ ଅନୁସୂଚିତ ଜନଜାତି କ୍ଲବ ଠାରେ କ୍ୱନକିଡୋ ମାର୍ସଲ ଆର୍ଟର ଗ୍ରେଡିଙ୍ଗ ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍ତୀର୍ଣ ହୋଇଥିବା ଛାତ୍ର ଛତ୍ରୀଙ୍କୁ ପ୍ରମାଣପାତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସୋସିଏସନ ରାଉରକେଲା ମୁଖ୍ୟ ଗାଡୁ ବାଗ ସଭାପତି କରିଥିଲେ । ମୁଖ୍ୟ ଅତିଥି ଭାବେ ବିଜେପି ଏସି ମୋର୍ଚା ରାଜ୍ୟ ଉପସଭାପତି ଦୁର୍ଗା ଚରଣ ତନ୍ତୀ ଓ ସେକ୍ଟର -୬ ଏସିଏସ୍ଟି କ୍ଳବର ସାଧାରଣ ସମ୍ପାଦକ ମହେନ୍ଦ୍ର କୁମ୍ଭାର, ସୁହାସ ରାୟଚୌଧୀରି ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.