୭୮ ବର୍ଷରେ ପାଦ ଦେଲେ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ

ଖୋର୍ଦ୍ଧା: ୭୮ ବର୍ଷରେ ପାଦ ଦେଲେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ଆଜି ତାଙ୍କ ଜନ୍ମ ଦିନ ଅବସରରେ ସେ ନିଜ ବାସଭବନରେ କୋଭିଡି ନିୟମକୁ ମାନି ଜନ୍ମ ଦିନ ପାଳନ କରିଥିଲେ । ଏହାସହିତ ଜନ୍ମ ଦିନରେ ମେଡ଼ିକାଲ ଯାଇ ରୋଗୀ ମାନଙ୍କୁ ଫଳ ଦେବା ସହିତ ରକ୍ତ ଦାନ ଶିବିର ଅନୁଷ୍ଠିତ କରିଥିଲେ । ତତସହିତ ଆଜିର ଦିନରେ ବୃକ୍ଷ ରୋପଣ କରି ସମାଜକୁ ନୂଆ ଦିଗଦର୍ଶନ ଦେଇଥିଲେ ।

Leave a Reply

Your email address will not be published.