ପୁରୀରେ ମା ଖରାଖାଇ ଠାକୁରାଣୀଙ୍କ ଝାମୁଯାତ୍ରାରେ ଦଣ୍ଡପାଟୁଆଙ୍କ ଶୋଭାଯାତ୍ରା

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସଦର ଖଣ୍ଡିଆବନ୍ଧ ଦେବୀଘାଟ ନିକଟ ମା ଖରାଖାଇ ଠାକୁରାଣୀ ଙ୍କ ଝାମୁଯାତ୍ରାରେ ଦଣ୍ଡପଟୁଆମାନେ ଠାକୁରାଣୀ ଙ୍କୁ କାନ୍ଧରେ ଧରି ଖାଲିପାଦରେ ନିର୍ଯଳ ଉପବାସ ରେ ରହି ପ୍ରଚଣ୍ଡ ଖରାରେ ବିଶ୍ୱେଶ୍ୱରୀ ମନ୍ଦିର , ଚୁଡଙ୍ଗସାହି , ହାଡଗଡ଼ିଆ ସାହି ଇତ୍ୟାଦି ବୁଲି ମା ଖରାଖାଇ ଙ୍କୁ ପଣା ସମର୍ପଣ କରୁଛନ୍ତି। ଏହି ପରମ୍ପରା କାହୁଁ କୋଉକାଳୁ ଚାଲିଆସୁଛି। ଏହା ବହୁତ କଷ୍ଟଦାୟକ ଉପବାସ ଅଟେ।

Leave a Reply

Your email address will not be published.