ଛାତ୍ରାଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା

କଟକ,(ନାଗରାଜ ନ୍ୟୁଜ): କଟକ ଖପୁରିଆ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ 2 ରେ ପରୀକ୍ଷା ଚାପ ର ମୁକାବିଲା ପାଇଁ ଏକକାଳୀନ ଛାତ୍ରାଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ଚିତ୍ରାଙ୍କନ ପ୍ରତିଯୋଗିତା ରେ ସି.ବି.ଏ.ସି, ଷ୍ଟେଟ ବୋର୍ଡ, ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର 100 ଜଣ ଛାତ୍ରା ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଛନ୍ତି l

Leave a Reply

Your email address will not be published.