ଇଷ୍ଟ କୋଷ୍ଟ ରେଲୱେ ମଜଦୁର ୟୁନିୟନର ୧୯ତମ ବାର୍ଷିକ ଅଧିବେଶନ ପୁରୀରେ ଉଦଘାଟିତ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ସ୍ଥିତ ରେଲୱେ କଲ୍ୟାଣୀ ମଣ୍ଡପରେ ୟୁନିଅନର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ସଂଘାଠନର ନୂତନ ଶାଖାର ଗଠନ ଏବଂ ସଦସ୍ୟ ତାରେ ବୃଦ୍ଧି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ପୁରୀ ଶାଖା ଏବଂ ଖୋର୍ଦ୍ଧା ମଣ୍ଡଳର ଆଗାମୀ ବର୍ଷ ପାଇଁ ନୂତନ କାର୍ୟ୍ୟକର୍ତା ଘୋଷଣା କରାଯାଇଥିଲା । ସଶଙ୍ଖା ଶେଖର ମିଶ୍ର ସଭାପତି ଏବଂ ଜ୍ୟୋତିରଞ୍ଜନ ମହାନ୍ତି ସମ୍ପାଦକ ରୂପେ ପୁରୀ ଶାଖା ତରଫରୁ ନିର୍ବାଚିତ ହୋଇଥିଲେ । ଏହି ସଭାକୁ ଯେନର ଜୋନାଲ ଅର୍ଗାନାଇଜିନ ସେକ୍ରେଟେରୀ ଶ୍ରୀକାନ୍ତ କୁମାର ଭୂଇଆ ପରିଚାଳନା କରିଥିଲେ ।

Leave a Reply

Your email address will not be published.