ଗଡଚଣ୍ଡୀ ମହାଲକ୍ଷ୍ମୀ ରୂପେ ପୂଜା ପାଉଛନ୍ତି ମା’

କଟକ, (ନାଗରଜା ନ୍ୟୁଜ): ପାର୍ବଣର ଆଗମନରେ ଜାରି ରହିଛି ମା’ଙ୍କ ନବରାତ୍ର ପୂଜା । ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି ନବରାତ୍ରୀ । ନବରାତ୍ରୀର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦିନ ପରେ ଆଜି ହେଉଛି ସପ୍ତମୀ ବିହିତ ପୂଜା । ମା’ ଦୁର୍ଗାଙ୍କ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା ଓ କୁଷ୍ମାଣ୍ଡା ରୂପରେ ପୂଜା ପାଇବା ପରେ ଆଜି ମା’ ଗଡଚଣ୍ଡୀ ମହାଲକ୍ଷ୍ମୀ ରୂପେ ପୂଜା ପାଉଛନ୍ତି । ତେବେ ପରମ୍ପରା ଅନୁଯାୟୀ ବିଶ୍ୱାସ ରହିଛି ନବରାତ୍ରୀରେ ମା’ଙ୍କର ଭିନ୍ନ ଭିନ୍ନ ସ୍ୱରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published.