ଲୋକଙ୍କୁ ଭୋଟ ଭିକ୍ଷା କଲେ ସର୍ବେଶ୍ୱର ସ୍ୱାଇଁ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ସମଙ୍ଗ ପଞ୍ଚାୟତ ପାଇଁ ସରପଞ୍ଚ ପାର୍ଥୀ ଭାବେ ସର୍ବେଶ୍ୱର ସ୍ୱାଇଁ ଓରଫ ଆକାଶ ତାଙ୍କର ନିର୍ବାଚନୀ ଚିହ୍ନ ହେଉଛି ଖୋଲା ଛତା । ସେ ଗ୍ରାମ ପଞ୍ଚାୟତ ପାଇଁ ଦୁର୍ବଳର ହୋଇ ସ୍ୱର ଅନିତି ବିରୋଧରେ ରଣହୁଙ୍କାର ବିକାଶର ମଞ୍ଜି ବୁଣିବା ପ୍ରଗତି ପଥେ ଆଗେଇ ଯିବା ସମଙ୍ଗ ପଞ୍ଚାୟତ ଚାହେଁ । ଚମତ୍କାର ଆଣିପାରିବ ସର୍ବେଶ୍ୱର ସ୍ୱାଇଁ । ସମଙ୍ଗ ଗ୍ରାମପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି ତାଙ୍କର ଲକ୍ଷ୍ୟ । ତାଙ୍କର ଆଶା ରହିଛି ପଞ୍ଚାୟତ ବାସୀ ଉପଯୁକ୍ତ ପ୍ରାର୍ଥୀ ଚୟନ କରି ନିଜ ମାଟି ନିଜ ପଞ୍ଚାୟତର ଉନ୍ନତି ପ୍ରଗତି ଦିଗରେ ନିଜର ମୂଲ୍ୟବାନ ମତ ସାବ୍ୟସ୍ତ କରିବାକୁ ଭୁଲିବେ ନାହିଁ । ସେ ଜଣେ ଉଦାରବାଦୀ, ସଚ୍ଚୋଟ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ଅଞ୍ଚଳବାସୀ ତାଙ୍କ ହାତରେ ନେତୃତ୍ୱ ଦେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.