୧୧ଟି ସହରରେ ଚାଲିଛି ଜିଏସଟି ରେଡ

କଟକ, (ନାଗରାଜ ନ୍ୟୁଜ): ରାଜ୍ୟରେ ବିଭିନ୍ନ ସ୍ଥାନରେ ଜିଏସଟି ରେଡ । ୧୧ଟି ସହରରେ ଚାଲିଛି ରେଡ । ବଡ଼ ବଡ଼ ଫର୍ଣ୍ଣିଚର ଦୋକାନରେ ଜିଏସଟି ଠକେଇ ନେଇ ଚାଲିଛି ରେଡ । କଟକ ହରିପୁର ରୋଡ ଠାରେ ଥିବା ଭେନସ ଷ୍ଟିଲ ଫର୍ଣ୍ଣିଚର ଓ ନୟା ବଜାରରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ଚାଲିଛି ରେଡ । ବିକ୍ରି ଓ କିଣାର କାଗଜପତ୍ର ଯାଞ୍ଚ କରୁଛନ୍ତି ଜିଏସଟି ଅଧିକାରୀ ।

Leave a Reply

Your email address will not be published.