ବାଆଁରା ଗ୍ରାମରେ ଗୁଳିକାଣ୍ଡ

ବାଙ୍କୀ,(ନାଗରାଜ ନ୍ୟୁଜ): ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ଗ୍ରାମରେ ଗୁଳିକାଣ୍ଡ । ବାଣବିକ୍ରି ବାବଦରେ ଦାଦା ବଟି ମାଗିବାକୁ ନେଇ ହୋଇଥିଲା ଫାଇରିଙ୍ଗ । ଫାଇରିଙ୍ଗରେ ଦୁଇଜଣ ଗୁରୁତର । ଗୁରୁତର କଟକ ମେଡିକାଲ ଚିକିତ୍ସାଧିନ । ମୂଖ୍ୟ ଅଭିଯୁକ୍ତ ବଣ୍ଟି ପାତ୍ର ଫେରାର । ଘଟାଣାରେ ବଣ୍ଟି ପାତ୍ରର ବାପା ଓ ଭାଇ ଦୁଇଜଣଙ୍କୁ ବାଙ୍କୀ ଥାନା ପୋଲିସ ଅଟକ ରଖି ଚଳାଇଛି ତଦନ୍ତ । ସେପଟେ ଗୁଲକାଣ୍ଡ ଗୁରୁତ୍ୱ ହୋଇଥିବା ଆହତ ଙ୍କ ନାମ. ସରୋଜ ସାହୁ ଅନ୍ୟ ଜଣଙ୍କ ନାମ ଗଣେଶ୍ୱର ରାଉତ ଘର ବାଆଁରା ଓ଼ ଅନ୍ୟ ଜଣଙ୍କ ଘର ରାମଚଣ୍ଡି ଅଞ୍ଚଳ ର ବୋଲି ମିଳିଛି ସୂଚନା ।

Leave a Reply

Your email address will not be published.