ପୁରୀରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ,(ନାଗରାଜ ନ୍ୟୁଜ): ଆଜି ପୁରୀରେ ମହାମହିମ ରାଷ୍ଟ୍ର ପତି ଦ୍ରୋପଦୀ ମୁର୍ମୁ ଜଗନାଥ ଙ୍କ ଦର୍ଶନ ନିମନ୍ତେ ପୁରୀ ରେ ପହଞ୍ଚିଛନ୍ତି . ପୁରୀ ବଳ ଗଣ୍ଡି ଛକ ନିକଟରୁ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଶ୍ରୀ ମନ୍ଦିର ରେ ପହଂଚି ଛନ୍ତି . ବାଟରେ ବହୁତ ଜନତା ତାଙ୍କୁ ଜୟ ଜଗନ୍ନାଥ ଜୟଜଗନାଥ କାହିଁ ସମ୍ବର୍ଦ୍ଧନା କରିଥିବା ବେଳେ କୁନି କୁନି ପିଲାମାନେ ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ ଏବଂ ମହା ମହିମ ତାଙ୍କ ସାଙ୍ଗରେ ହାତ ମିଳଇ ସେମାଙ୍କୁ ସେନହ ଦେଇଥିଲେ ଓ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ .

Leave a Reply

Your email address will not be published.