ପୁରୀରେ କଂଗ୍ରେସ ଦଳ ପ୍ରାର୍ଥିଙ୍କ ଜିତିବା ନିଶ୍ଚିତ ବୋଲି କହିଛନ୍ତି ସଦର ବ୍ଲକ ସଭାପତି ଅବିନାଶ ମିଶ୍ର

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ କଂଗ୍ରେସ ଦଳ ପ୍ରାର୍ଥିଙ୍କ ଜିତିବା ନିଶ୍ଚିତ ବୋଲି ଦୃଢ଼ ବିଶ୍ୱାସ ରଖିଛନ୍ତି । ଆଜି ପୁରୀ କାଶୀ ହରିପୁର ଗ୍ରାମ ପଞ୍ଚାୟତରେ କଂଗ୍ରେସ ଦଳ ସମର୍ଥିତ ଜିଲାପରିସଦ ପ୍ରାର୍ଥୀନୀ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ପୁରି ସଦର କଂଗ୍ରେସ ସଭାପତି ଅବିନାଶ ମିଶ୍ର ଘରକୁ ଘର ବୁଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ଜିତିବେ ବୋଲି ସେ ଦୃଢକ୍ତି ବାଢିଛନ୍ତି ।

Leave a Reply

Your email address will not be published.