ଜିଲ୍ଲାପାଳଙ୍କ ଦ୍ୱାରା ମାରାଥନ ଉଦଘାଟନ

ପୁରୀ,(ନାଗରାଜ ନ୍ୟୁଜ): ଆଜି ସନ୍ଧ୍ୟା ସମୟ ରେ ମାନ୍ୟବର ଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ସମର୍ଥ ବର୍ମା ସାର୍, ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ମହୋଦୟ, ମୁନିସିପାଲିଟୀ ମୁଖ୍ୟ କର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସରୋଜ ସ୍ୱାଇଁ ସାର୍ Pkda ସମ୍ପାଦକ ଡା ଲଲାଟେନ୍ଦୁ ସାହୁ ଏବଂ contractor ଶ୍ରୀଯୁକ୍ତ ଲୋକନାଥ ପଣ୍ଡା, ବିଜେପି ଶରଧାବାଲି ମଣ୍ଡଳ ସଭାପତି ସଞ୍ଜୀବ ମୁଖାର୍ଜୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନିତା ପଟ୍ଟନାୟକ, ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାଶ, ବାଦଲ ବେହେରା, ସୁଶାନ୍ତ ପଟ୍ଟନାୟକ, ସଂଗ୍ରାମ କନୁନୋଗୋ, ଚିତ ବିଶ୍ଵାଳ ବ୍ରଜ ବଂଧୁ ଦାସ, ପ୍ରତାପ ମହାନ୍ତି, ଜଗନ୍ନାଥ ସାହୁ, କୁମାରୀ ସାହୁ, ସବିତା ସାହୁ, ରାଜେଶ ନନ୍ଦ, ସଂଗ୍ରାମ ପରିଡା, ସ୍ନେହାସିସ ଦାଶ, ଅନିକେତେ କର, ବିଶ୍ଵ ରଞ୍ଜନ ରାହୁଳ ପ୍ରମୁଖ ଙ୍କ ଉପସ୍ଥିତି ରେ ୨୭ନୋ ୱାର୍ଡ ର ୧.୨କୋଟି ଟଙ୍କା ରେ ନିର୍ମିତ childrens ପାର୍କ, ୯୨ଲକ୍ଷ ଟଙ୍କା ରେ ହେଲିପ୍ୟଡ୍ ପାଚେରୀ ଏବଂ ଗେଟ୍, pkrit କଲୋନୀ ୪ଲକ୍ଷ ଟଙ୍କା ରେ ୨ଟି ହାଇମେକ୍ସ ଲାଇଟ୍ ୨ଟି ପାର୍କ ରେ ଉଦ୍ଘାଟନ କରାଯାଇଛି .

Leave a Reply

Your email address will not be published.