ବଡ଼ମ୍ବା ଟି ସେତୁ ଉପରେ ଦଳାଚକଟା

କଟକ,(ନାଗରାଜ ନ୍ୟୁଜ): ବଡ଼ମ୍ବା ଟି ସେତୁ ଉପରେ ଦଳାଚକଟା। ଆଜି ମକର ମେଳା ନିମନ୍ତେ ପ୍ରବଳ ଜନ ସମାଗମ ହେତୁ ଟି ସେତୁ ଉପରେ ଦଳାଚକଟା ହୋଇ 12ଜଣ ଶ୍ୱାସରୁଦ୍ଧ ହୋଇ ବଡମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଜଣଙ୍କ ମୃତୁ ହୋଇଛି। 4 ଜଣ ଚିକିତ୍ସା ନିମନ୍ତେ ଏସ ସି ବି ମେଡିକାଲ ଆସୁଥିବା ନେଇ ସୂଚନା ରହିଛି।

Leave a Reply

Your email address will not be published.