ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ ଙ୍କ ସଂପୃକ୍ତି ଥିବା ନେଇ ସୁନଦେଇପୂର୍ ସାହି ଶ୍ରଦ୍ଧାଞ୍ଜଳି ଘରେ ଇଡିର ଚଢ଼ାଉ

ବାଙ୍କୀ,(ନାଗରାଜ ନ୍ୟୁଜ): ବହୁ ଚର୍ଚ୍ଚିତ ଅର୍ଚ୍ଚନା କେସ ସଂପୃକ୍ତି ଥିବା ନେଇ ବାଙ୍କୀର ସୁନଦେଇପୂର୍ ସାହି ଶ୍ରଦ୍ଧାଞ୍ଜଳି ଘରେ ଇଡିର ଚାଲିଛି ରେଡ । ଘର ଲୋକେ ଟେଳା ପଥର ଫୋପାଡୁ ଥିବାରୁ ପୋଲିସ ସେଠାକୁ ନ ଯିବାକୁ କରୁଛି ବାରଣ । ଘର ଆଗରେ ଜଗିଛି ପୋଲିସ୍ । ଭିତରେ ଚାଲିଛି ରେଡ । ରେଡ ପରେ ଜଣା ପଡିବ ଘଟଣା ସତ୍ୟା ସତ୍ୟ । ହେଲେ ଘଟଣାରେ ମୁଁହ ଖୋଲିନି ଇଡି ।

Leave a Reply

Your email address will not be published.