ବିପୁଳ ପରିମାଣର ଜିଞ୍ଜର ଜବତ, 2 ଗିରଫ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଜାତୀୟ ରାଜପଥ ନିକଟରୁ ବିପୁଳ ପରିମାଣ ରେ ଜିଞ୍ଜର ଜବତ ହୋଇଛି ଓ ଦୁଇ ଜଣ ଗିରଫ ହୋଇଛନ୍ତି, ପଶ୍ଚିମବଙ୍ଗ ରୁ ବାଲେଶ୍ଵର ଜିଲ୍ଲା ସୋର କୁ ମଦ ଆସୁଥିବା ବେଳେ ଧରିଲା ଅବକାରୀ ବିଭାଗ। 500 ବୋତଲ ଜିଞ୍ଜର ଓ ଗୋଟିଏ 4 ଚକିଆ ଗାଡ଼ି ସହିତ 2 ଜଣ ଗିରଫ ହୋଇଛନ୍ତି, ଦୁଇ ଜଣ ହେଉଛନ୍ତି ସୋର ଅଞ୍ଚଳର ନିରଞ୍ଜନ ମଳିକ ଓ ସଞ୍ଜୟ ମଳିକ। ତେବେ ଜବତ ଜିଞ୍ଜର ର ଆନୁମାନିକ ମୂଲ୍ୟ 2 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.