ମହୁରୁଣ୍ଡି ଶିବ ମନ୍ଦିର ଠାରେ ମକର ସଂକ୍ରାନ୍ତି ପାଳିତ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗ୍ରାମ ଶିବ ମନ୍ଦିର ଠାରେ ଆଜି ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି । କୋଭିଡ କଟକଣା ମାନି ପୂଜାପାଠ କରାଯାଇଥିଲା । ମହୁରୁଣ୍ଡି ଶିବ ମନ୍ଦିରର ପୂଜକ ଯୁଧିଷ୍ଠିର ଥାନାପତି କୋଭିଡ ନିୟମ ମାନି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଶ୍ରଦ୍ଧାଳୁ ମାନଙ୍କୁ କହିଥିଲେ ।

Leave a Reply

Your email address will not be published.