ମମିତା ମେହେର ମୃତ୍ୟୁ ଘଟଣା, ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲେ କ୍ରାଇମବ୍ରାଞ୍ଚ

କଟକ,(ନାଗରାଜ ନ୍ୟୁଜ): ମମିତା ମେହେର ମୃତ୍ୟୁ ଘଟଣା । ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲେ କ୍ରାଇମବ୍ରାଞ୍ଚ । ବନ୍ଦ ଲଫାପାରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ମମିତାଙ୍କ ବାପା ଏବଂ ଭାଇ ଦାଏର କରିଥିବା ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ସେହିପରି ଏହି ଘଟଣାରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଇଣ୍ଟରଭିନର ପିଟିସନ ଦାଖଲ କରାଯାଇଛି । ଆସନ୍ତା ଜାନୁଆରୀ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରିଛନ୍ତି କୋର୍ଟ ।

Leave a Reply

Your email address will not be published.