ଏବେ ଚାଲିଛି ମୁସଲମାନମାନଙ୍କ ରୋଜା ମାସ

କଟକ, (ନାଗରାଜ ନ୍ୟୁଜ): ଏବେ ଚାଲିଛି ମୁସଲମାନ ମାନଙ୍କ ରୋଜା ମାସ । ଦୀର୍ଘ ଏକ ମାସ ଧରି ନିଷ୍ଠାପର ଭାବେ ଦିନ ରେ ସଂପୂର୍ଣ୍ଣ ଉପବାସ ରହି ମୁସଲମାନ ଭାଇ ମାନେ ଏହି ବ୍ରତ ରଖିଥାନ୍ତି । କଟକ ସାଲେପୁର ବ୍ଲକ୍ ଓଡାସିଂ ଗ୍ରାମରେ ଥିବା ମୁସଲମନ ଭାଇ ମାନେ ଏଠାରେ ସବୁ ଭେଦଭାବ ଭୁଲି ହିନ୍ଦୁ ଭାଇ ମାନଙ୍କ ସହ ମିଶି ଏହି ବ୍ରତ ପାଳନ କରିଥାନ୍ତି । ସମସ୍ତେ ଏକାଠି ବସି ଭୋଜନ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଏକ ଭାଇଚାରର ବାର୍ତା ଅନ୍ୟ ମାନଙ୍କୁ ଏକ ପ୍ରେରଣା ଯୋଗାଉଛ। ଏହି ଗ୍ରାମରେ ଜାତି ଧର୍ମ ଓ ଦଳଗତ ନିର୍ବିସେଶ ରେ ସମସ୍ତେ ନିଜକୁ ଏକ ଗୋଟିଏ ପରିବାର ର ସଦସ୍ୟ ବୋଲି କୁହନ୍ତି । ତେବେ ଏହି ଗ୍ରାମର ଲୋକ ମାନଙ୍କ ଏଭଳି ଏକତା କୁ ନେଇ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published.