ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଧାରଣା

କଟକ,(ନାଗରାଜ ନ୍ୟୁଜ): ଏଏସଓ ପରୀକ୍ଷା ରେ ଅନିୟମିତତା ଅଭିଯୋଗ କରି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଅଫିସ୍ ସମ୍ମୁଖରେ ଧାରଣାରେ ବସିଲେ ଆଶାୟୀ ମାନେ। ଆଜି କଟକ ରେ ଥିବା ଓ ପି ଏସ ସି ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଆଶାୟୀ ମାନେ ଧାରଣାରେ ବସିବା ସହ ଏହା ର ନିରପେକ୍ଷ ତଦନ୍ତ ପାଇଁ ଜିଦ୍ ଧରି ବସିଛନ୍ତି।

Leave a Reply

Your email address will not be published.