ପୁରୀରେ ଆନନ୍ଦ ଉଲ୍ଲାସ ମଧ୍ୟରେ ହୋଲି ପର୍ବ ପାଳିତ

ପୁରୀ, (ନାଗରାଜ ନ୍ୟୁଜ): ଦୁଇ ବର୍ଷ ପରେ ହୋଲି ଖେଳି ପୁରୀରେ ଖୁସିରେ ମତୁଆଲ ଛୋଟଶିଶୁ । କରୋନା ପାଇଁ ହୋଲି ପର୍ବ ଖାଲି ଠାକୁର ମାନଙ୍କର ପୂଜାବିଧି ଖାଲି କରାଯାଉଥିଲା ପୁଣି ସୀମିତ ସେବକଙ୍କ ମଧ୍ୟରେ । କିନ୍ତୁ ଚଳିତବର୍ଷ ହୋଲି ଖେଳିବା ପାଇଁ ପ୍ରଶାସନ ତରଫରୁ ମିଳିଥିଲା ସବୁଜ ସଙ୍କେତ । ତେଣୁ ଆଜି ପୁରୀ ସହରର ପ୍ରତ୍ୟେକ ସାହି ଗଳିକନ୍ଦିରେ ଛୋଟପିଲା ମାନେ ସାଙ୍ଗ ହୋଇ ପିଚିକାଳୀ ମାରି ରାସ୍ତାରେ ଯାଉଥିବା ପଥଚାରିମାନଙ୍କୁ ରଙ୍ଗକରି ବହୁତ ଖୁସି ଅନୁଭବ କରିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.