କୁହ୍ନେଇପଡା ପଞ୍ଚାୟତରେ ସରପଞ୍ଚ ପାର୍ଥି ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ରୁକ୍ମଣୀ ସ୍ୱାଇଁ

ବାରଙ୍ଗ, (ନାଗରାଜ ନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ଥିଲା । କଟକ ଜିଲ୍ଲାର ବାରଙ୍ଗ ବ୍ଲକ କୁହ୍ନେଇପଡା ଗ୍ରାମପଞ୍ଚାୟତର ବ୍ରାହ୍ମଣୀ ଗାଁରୁ ଶ୍ରୀମତୀ ରୁକ୍ମିଣୀ ସ୍ୱାଇଁ ସରପଞ୍ଚ ପାର୍ଥି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରି ସାରିବା ପରେ ପ୍ରତ୍ୟେକ ମନ୍ଦିର ବୁଲିଥିଲେ । ପ୍ରତି ଘର ବୁଲି ଲୋକଙ୍କୁ ବୁଝାଇବା ସହିତ ବୟସ୍କ ଲୋକଙ୍କ ଆଶୀର୍ବାଦ ନେଇଥିଲେ । ଗାଁ ମାଟି, ଗାଁର ଉନ୍ନତି ଓ ଅସହାୟ ଲୋକଙ୍କ ପାଇଁ ଲଢ଼ିବି ମୋତେ ଆଶୀର୍ବାଦ ଦିଅନ୍ତୁ ବୋଲି କହିଥିଲେ ।

Leave a Reply

Your email address will not be published.