ନରସିଂହପୁର କୋର୍ଟରେ ନୂତନ ମାଜିଷ୍ଟ୍ରେଟ ଭାବେ ଯୋଗଦେଲେ ସୁହାନି ପଟ୍ଟନାୟକ

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲାର ନରସିଂହପୁର କୋର୍ଟରେ ନୂତନ ମାଜିଷ୍ଟ୍ରେଟ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ସୁହାନି ପଟ୍ଟନାୟକ । ନରସିଂହପୁର କୋର୍ଟର ପୂର୍ବତନ ମାଜିଷ୍ଟ୍ରେଟ ପ୍ରୀତିଶ୍ କୁମାର ରଥଙ୍କର କବିସୂର୍ଯ୍ୟ ନଗର କୋର୍ଟକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଗଞ୍ଜାମ ପୋଲସରା କୋର୍ଟର ମାଜିଷ୍ଟ୍ରେଟ ସୁହାନି ପଟ୍ଟନାୟକ ଆଜି ନରସିଂହପୁର କୋର୍ଟରେ ଯୋଗ ଦେଇଛନ୍ତି ।

Leave a Reply

Your email address will not be published.