ବିଳମ୍ବିତ ରାତ୍ରିରେ ଭୟଭୟ ଅଗ୍ନିକାଣ୍ଡ

କଟକ,(ନାଗରାଜ ନ୍ୟୁଜ) : ବିଳମ୍ବିତ ରାତ୍ରିରେ ଭୟଭୟ ଅଗ୍ନି କାଣ୍ଡ l ସାଲେପୁର ବ୍ଲକ ଭୀମଦାସପୁର ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ଵାଳଙ୍କ ଗୁହାଳ ଘରେ ରାତି ପ୍ରାୟ ସାଢେ ଦୁଇଟା ହେବ କୌଣସି କାରଣରୁ ନିଆଁ ଲାଗି ୩ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି l ଗୁହାଳ ଘର ସମତେ ଆଉ ଦୁଇ ଆଜବେଷ୍ଟ ଘର ପୁରା ଜଳି ଯାଇଛି l ଖବର ପାଇ ସାଲେପୁର ଅଗ୍ନିସମ ବିଭାଗ ଓ ସ୍ଥାନୀୟ ଲୋକମାନେ ଆସି ନିଆଁକୁ ଲିଭାଇଥିଲେ l

Leave a Reply

Your email address will not be published.