ସରିଲା ୧୧ତମ ପଞ୍ଚାୟତ ସମିତି ବୈଠକ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱରର ଜିଲ୍ଲା ଖଇରା ପଞ୍ଚାୟତ ସମିତିରେ ଶେଷ ହେଲା ୧୧ତମ ପଞ୍ଚାୟତ ସମିତି ବୈଠକ । ଜିତିଲେ ବ୍ଲକ ଅଧ୍ୟକ୍ଷା । ବିଡିଓ ପର୍ଶୁରାମ ପଣ୍ଡା ଏନେଇ ସୂଚନା ପ୍ରଦାନ କରିଥିଲେ । ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶେଷରେ ବିଡିଓ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ସଭା ଶେଷ ହୋଇଥିଲା ।

Leave a Reply

Your email address will not be published.