ଗିରିଧାରୀ ଆଶ୍ରମ ଚାରଣ ଶାଖାରେ 37 ତମ ବାର୍ଷିକ ଚାରଣ ମହୋତ୍ସବ ପାଳିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶାନ୍ଦାପସୀ ପାଟଣା ଗିରିଧାରୀ ଆଶ୍ରମରେ ରେ 37ତମ ବାର୍ଷିକ ଚାରଣ ମହୋତ୍ସବ ପାଳନ ହୋଇଛି, ଏହି ଉତ୍ସବ 03-03-2023 ଶୁକ୍ରବାର ଠାରୁ 07-03-203 ମଙ୍ଗଳବାର ଦୋଳପୁର୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ,03-03-2023 ରେ କୁନି ପ୍ରବଚକ ଶ୍ରୀମାନ କେଶବ ଦାସ (ଦ୍ୱତୀକୃଷ୍ଣ ),04-03-23023 /05-03-2023 ରେ ଡ. ଗୁରୁପ୍ରସାଦ ମହାପାତ୍ର, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ, ଖୋର୍ଦ୍ଧା,06-03-2023 ରେ ପଣ୍ଡିତ ମହେଶ ସାହୁ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ, ଅନୁଗୁଳ ପ୍ରବଚନ ଦେବେ,ଅନୁଷ୍ଠାନ କୁ ପରିଚାଳନା କରିଥିଲେ ଅଭିମନ୍ୟୁ ଦାସ,କପିଳାସ ଚାରଣ ମଣ୍ଡଳ ସଂଗଠକ, ଢେଙ୍କାନାଳ ଜିଲ୍ଲା ଚାରଣ ସଂଗଠକ ଦେବାଶିଷ ସାହୁ, ଗିରିଧାରୀ ଆଶ୍ରମ ଚାରଣ ଶାଖାର ଦଳପତି ଦେବେଶ ଚଦ୍ର ସାହୁ, ଏବଂ ଚାରଣ ଗୋଷ୍ଠୀକୁ ସହଯୋଗ କରୁଥିବା ସମସ୍ତ ଯୁବଗୋଷ୍ଠୀ ମାନେ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ
ପ୍ରବଚନ ସଂସ୍କୃତି ତି କୁ ଆଜିର ଯୁଗରେ ବଜାଇ ରଖିଥିବାରୁ ଏହି ଅନୁଷ୍ଠାନ କୁ ଅଞ୍ଚଳରୁ ପ୍ରଶଂସା ର ଛୁଅ ଛୁଟୁଛି .

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.