ଶ୍ରୀମନ୍ଦିର ଗୁମୁଟ ଉପରକୁ ଚଢି ବଙ୍ଗୀୟ ଯୁବକ ଅଟକ

ପୁରୀ,( ନାଗରାଜ ନ୍ୟୁଜ): ଆଜି ପୁରୀ ଶ୍ରୀମନ୍ଦିର ଗୁମୁଟ ଉପରକୁ ଚଢି ଜୈନକ ବଙ୍ଗୀୟ ଯୁବକ ଚଢି ଯାଇ ଥିବା ବେଳେ ସେବାୟତ ଓ ମନ୍ଦିର ଯେ ଟି ପି ମାନେ କୌଶଳ କ୍ରମେ ଯୁବକକୁ ନିଜ କବ୍ଜା ନେଇ ସିଂହଦ୍ୱାର ପୋଲିସ କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।ସମ୍ପୃକ୍ତ ଯୁବକଙ୍କ ନାମ ରାକେଶ ହାଜରା ହୋଇଥିବା ବେଳେସେ ପଶ୍ଚିମବଙ୍ଗ ହଲାଦିଅପଡା ର ବାସିନ୍ଦା ବୋଲି ଜଣାପଡିଛି।ମନ୍ଦିର ଗୁମୁଟ ଉପରକୁ ସେ କାହିଁକି ଚଢିଥିଲେ ଜଣା ପଡି ନଥିବା ବେଳେ ସିଂହ ଦ୍ୱାର ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published.