ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର 

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ନଡ଼ିଆ ପୋଖରୀ ଭିତରୁ ଏକ ମୃତଦେହକୁ ପୋଲିସ ଠାବ କରିଛି । ମୃତକଙ୍କ ନାମ ମୁଗ ପ୍ରଧାନ । ସେ ଯୋରନ୍ଦା ମାଟିଆ ସାହିର ବୋଲି ଜଣାପଡ଼ିଛି । ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି ।  ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ଜଣାପଡିବା ବୋଲି ପୋଲିସ କହିଛି।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.