ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, (ନାଗରାଜ ନ୍ୟୁଜ): ରାଜ୍ୟରେ ଚାରୋଟି ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡାଟା ଏଣ୍ଟ୍ରି ଅପରେଟର ଭାବେ ଦୀର୍ଘ ବର୍ଷ ହେବ କାମ କରୁଥିବା କର୍ମଚାରୀଙ୍କୁ ୩ ମାସ ମଧ୍ୟରେ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। । ଲୋକସେବା ଭବନ, ଗୋପବନ୍ଧୁ ଏକାଡେମୀ, ଲୋକାଲ ଫଣ୍ଡ ଅଡିଟ ଓ ସବ ରେଜିଷ୍ଟ୍ର ର ଅଫିସରେ କାର୍ଯ୍ୟରତ ୧୫ ଶହରୁ ଅଧିକ ଡାଟା ଏଣ୍ଟ୍ରି ଅପରେଟର ଏହା ଦ୍ୱାରା ଉପକୃତ ହେବେ ।

Leave a Reply

Your email address will not be published.