ଆଜିଠାରୁ ୯ ଦିନ ବ୍ୟାପୀ ଐତିହାସିକ ବାଲିଯାତ୍ରା ଆରମ୍ଭ

କଟକ,(ନାଗରାଜ ନ୍ୟୁଜ): ଆଜିଠାରୁ ୯ ଦିନ ବ୍ୟାପୀ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ।ଏବେ ସଜେଇ ହେଲାଣି ବାଲିଯାତ୍ରା ପଡିଆ। କଳିଙ୍ଗର ନୌବାଣିଜ୍ୟ ପରମ୍ପରା ଓ ସଂସ୍କୃତି ବହୁ ପ୍ରାଚୀନ। କଳିଙ୍ଗବାସୀ ଭାରି ସାହସୀ। ଆମର ପୂର୍ବସୁରୀମାନେ ଝଡଝଞ୍ଜାକୁ ଭୃକ୍ଷେପ ନ କରି ସାତ ସମୁଦ୍ର ତେର ନଇ ପାରିହୋଇ ବାଣିଜ୍ୟ ଉଦ୍ଦେଶ୍ୟରେ ବିଭିନ୍ନ ଦ୍ବୀପକୁ ଯାତ୍ରା କରୁଥିଲେ। ତାହାରି ସ୍ମୃତି ସ୍ୱରୂପ ପାଳିତ ହେଉଛି ବାଲିଯାତ୍ରା।

Leave a Reply

Your email address will not be published.