ଗାଡିରେ ପ୍ରେସ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବ ପୋଲିସ: ପୋଲିସ କମିଶନର

କଟକ, (ନାଗରାଜ ନ୍ଯୁଜ): ଗଣମାଧ୍ୟମକୁ ଢାଲ କରି ବହୁ ବ୍ୟକ୍ତି କଟକ ଭୁବନେଶ୍ୱର ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା କଥା ସମ୍ନା କୁ ଆସିଥିବା କହିଛନ୍ତି ପୋଲିସ କମିଶନର । ଏଭଳି ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ପୋଲିସ । ଗାଡିରେ ପ୍ରେସ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ପୋଲିସ ଯାଞ୍ଚ କରିବ ବୋଲି କମିଶନର କହିଛନ୍ତି । ତେବେ
ଏଥିପାଇଁ ଗଣମାଧ୍ୟମର ସହଯୋଗ ଆବଶ୍ୟକ କରିଛନ୍ତି ପୋଲିସ କମିଶନର ।

Leave a Reply

Your email address will not be published.