ବାଙ୍କୀ କଲେଜରେ ଗଣ୍ଡଗୋଳ

ବାଙ୍କୀ, (ନାଗରାଜ ନ୍ୟୁଜ ): ବାଙ୍କୀ କଲେଜ ଗଣ୍ଡଗୋଳ ଘଟଣା । ସାମାନ୍ୟ ବଚଷାକୁ ନେଇ ହତାହାତି । ଭେଡାଗ୍ରାମର ଯୁକ୍ତ ଦୁଇବିଭାଗ ପିଲାଙ୍କ ସହିତ ବାଙ୍କୀ ଏନଏସି ଚର୍ଚ୍ଚିକା ସାହିର ଯୁକ୍ତ ଦୁଇ କଳା ବିଭାଗ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ । ଗଣ୍ଡଗୋଳରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ବାଙ୍କୀ ଏନଏସି ଅନ୍ତର୍ଗତ ଚର୍ଚିକା ସାହିର କଲେଜ ପିଲା ଭେଡା ଗ୍ରାମର କଲେଜ ପିଲାଙ୍କୁ ଅଣଦେଖା କରିବାକୁ ନେଇ ପ୍ରଥମେ ବଚସା ପରେ ଗଣ୍ଡଗୋଳ ହତାହାତି । ଟେକପଥର ଫୋପୋଡ଼ା ଫିଙ୍ଗା ।କଲେଜ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେବାରେ ଘଟଣା ସ୍ଥଳେ ପୋଲିସ ପ୍ରଶାସନ ପଂହଁଚିବାରୁ ଥମିଥିଲା ଗଣ୍ଡଗୋଳ ।ପରିସ୍ଥିତି ଶାନ୍ତ ।କଲେଜ ପାଠପଢ଼ା ବନ୍ଦ । ଛାତ୍ର ଛାତ୍ରୀମାନେ ଗଣ୍ଡଗୋଳ ଦେଖି କଲେଜ ଛାଡି ଫେରିଲେ ଘରକୁ ।ଘଟଣା ସ୍ଥଳେ ପୋଲିସ ମୁତୟନ ସମାଧାନ ପାଇଁ ଚାଲିଛି ପ୍ରୟାସ ।

Leave a Reply

Your email address will not be published.