ସ୍ୱାମୀକୁ ହତ୍ୟା କଲା ଦ୍ୱିତୀୟ ସ୍ତ୍ରୀ

କଟକ, (ନାଗରାଜ ନ୍ୟୁଜ): ସ୍ତ୍ରୀ ଛୁରା ମାଡରେ ସ୍ୱାମୀ ମୃତ । ଏଭଳି ଘଟଣା ଘଟିଛି ବିଜ୍ଞାପିତ ଅଞ୍ଚଳ ୪ ନମ୍ବର ୱାଡ ହରିଜନ ସାହିରେ। ମୃତ ବ୍ୟକ୍ତିଙ୍କ ନାମ ମଙ୍ଗୁଳି ନାଏକ । ଦ୍ୱିତୀୟ ପତ୍ନୀକୁ ଆଠଗଡ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ଘରୋଇ କଳିରୁ ଏଭଳି ଘଟଣା ଘଟିଥିବା କହିଛନ୍ତି ମୃତ ମଙ୍ଗୁଳିର ଭଉଣି ।

Leave a Reply

Your email address will not be published.