କୁମ୍ଭିର ଆତଙ୍କ, ମହାନଦୀକୁ ନ ଯିବା ପାଇଁ ବାରଣ କଲା ବନବିଭାଗ

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ମହାନଦୀ ଘାଟରେ ଦୁଇଟି କୁମ୍ଭୀର ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସାତକୋଶିଆ ଗଣ୍ଡରୁ ଦୁଇଟି କୁମ୍ଭୀର ପଳାଇ ଆସି ଡିମିରିଆ ମହାନଦୀ ଘାଟରେ ବୁଲୁଥିବାରୁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଆଖପାଖ ଅଞ୍ଚଳର ଲୋକମାନେ ମହାନଦୀକୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published.