ସେବା ଚେରିଟେବୁଲ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ: ପାଟଣାଗଡ ସହରର ବାବାଜୀପଡା ସ୍ଥିତ କଳାକାହ୍ନୁ ମନ୍ଦିର ପ୍ରାଙ୍ଗଣରେ ସେବା ଚେରିଟେବୁଲ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ରୋପଣ ମାଧ୍ୟମରେ “ଜଙ୍ଗଲ ସୁରକ୍ଷା ପରିବେଷ ସୁରକ୍ଷା ” ହୋଇପାରିବ । ପରିବେଷ ସୁରକ୍ଷା ହେଲେ ଜୀବଜଗତ ସୁରକ୍ଷା ହେବ । ବାୟୁମଣ୍ଡଳକୁ ବିଶୁଦ୍ଧ ରଖିବା ପାଇଁ ଜଙ୍ଗଲ ସୁରକ୍ଷା ଅପରିହାର୍ଯ୍ୟ । ଅମ୍ଳଜାନ ବୃଦ୍ଧି ସକାଶେ ବୃକ୍ଷ ରୋପଣ କରି ଜଙ୍ଗଲ ବୃଦ୍ଧି କରିବା ଏବଂ ପ୍ରାଣୀ ଜଗତକୁ ଅମ୍ଳଜାନ ସଙ୍କଟରୁ ମୁକ୍ତ କରିବାକୁ ଟ୍ରଷ୍ଟର ସଦସ୍ୟ ସନ୍ତୋଷିନୀ ବିଶି, ସେବିକା ରାଜହଂସ, ରୋଲି ଦାଶ ପ୍ରମୁଖ ଉଦବୋଧନ ଦେଇଥିଲେ ।

Leave a Reply

Your email address will not be published.