ହୋଡିଂ ଖୁଣ୍ଟରୁ ଖସି ଶ୍ରମିକ ମୃତ

ବାରଙ୍ଗ, (ନାଗରାଜ ନ୍ୟୁଜ): ହୋଡିଂ ଖୁଣ୍ଟରୁ ଖସି ଶ୍ରମିକ ମୃତ । ବାରଙ୍ଗ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ୭୦ଫୁଟ ଉପରେ ଚଢି କାମ କରୁଥିବା ବେଳେ ତଳକୁ ଖସିପଡିବାରୁ ଶ୍ରମିକର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ବାରଙ୍ଗ ଥାନା ପୁଲିସ ପହଁଚିଛନ୍ତି ହେଲେ ଠିକାଦାରଙ୍କର ଦେଖାନାହିଁ । ମୃତ ଶ୍ରମିକର ପରିଚୟ ମିଳିପାରିନାହିଁ ।

Leave a Reply

Your email address will not be published.