ଆଜି ପଞ୍ଚୁକର ତୃତୀୟ ଦିନ

ରାଉଲକେଲା, (ନାଗରାଜ ନ୍ୟୁଜ): ଆଜି ପଞ୍ଚୁକର ତୃତୀୟ ଦିନ । ଆଉ ଏହି ତୃତୀୟ ଦିନରେ ରହିଛି ବଡ଼ ଓଷା । ଧର୍ମ ମାସ କାର୍ତ୍ତିକରେ ପୂନ୍ୟ ଅର୍ଜନ କରିଥାନ୍ତି ବ୍ରତଧାରୀମାନେ । ମାସ ତମାମ ଶ୍ରଦ୍ଧାଳୁମାନଙ୍କ ପୁରାଣ ପୋଥିରେ ସମୟ ବିତିଥିବାବେଳେ ଆଉ ଦୁଇ ଦିନ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଇବେ ଶ୍ରଦ୍ଧାଳୁ । ଅନ୍ୟପଟେ ରାଉରକେଲାର ସମସ୍ତ ଦେବାଳୟ କାର୍ତ୍ତିକ ପୂର୍ଣ୍ଣିମାରେ ହୋଇ ପଡ଼ିଛି ଚଳଚଞ୍ଚଳ । କରୋନା କଟକଣା ମଧ୍ୟରେ ସମସ୍ତ ସ୍ଥାନରେ ପୂଜା କରାଯାଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.