ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

ପୁରୀ, (ନାଗରାଜ ନ୍ୟୁଜ ): ଗତକାଲି ପୁରୀରେ ସକାଳୁ ଅସଂଖ୍ୟ ଭିଡ଼ ଦେଖିବାକୁ ମିଳିଛି । ଭକ୍ତ ମାନଙ୍କର ଲମ୍ବା ଧାଡି ଲାଗିଛି । ଭୋଟ ଗଣତି ହେଉଥିବା ବେଳେ ଶନିବାର ପଡିଥିବାରୁ ଆଜି ରବିବାରରେ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ବହୁ ସଂଖ୍ୟାରେ ଭିଡ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ନିକଟରେ ବହୁତ ଗାଡି ପାର୍କିଙ୍ଗ ସକାଶେ ରାସ୍ତା ଅବରୋଧ ହୋଇଥିବାରୁ ସାଧାରଣ ପୁରୀ ବାସି ଓ ଭକ୍ତଙ୍କ ପାଇଁ ଅସୁବିଧା ହେଉଛି । ପ୍ରଶାସନ ଏହାକୁ ଜାଣି ସୁଦ୍ଧା ନିରବ ରହିଛି ।

Leave a Reply

Your email address will not be published.