ନବ ନିଯୁକ୍ତି ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ରବି ରାୟଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା

 

ରାଉରକେଲା, (ନାଗରାଜ ନ୍ୟୁଜ): ଆଜି ରାଉରକେଲା ମିଡଟାଉନ ଠାରେ ରାଉରକେଲାର ବରିଷ୍ଠ କଂଗ୍ରେସ ନେତା, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ଦ୍ଵାରା ରାଜ୍ୟ କଂଗ୍ରେସ ନବ ନିଯୁକ୍ତି ସାଧାରଣ ସମ୍ପାଦକ ରବି ରାୟଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା । ରବି ରାୟ ରାରକେଲାର ଜଣେ ସୁନାମ ଧନ୍ୟ ବହୁ ପରିଚିତ ଓ ସଂଗଠକ ଭବେ ସାଧାରଣ ଲୋକଙ୍କ ମହଲରେ ବେଶ୍ ନାମ କରିଛନ୍ତି ।

ସେ ଏହା ପୂର୍ବରୁ ରାଉରକେଲା ଜିଲ୍ଲା କଂଗ୍ରେସ ସଭପତି ଭାବେ ଦାୟିତ୍ଵ ସୁଚାରୁ ରୂପେ ଚଳାଇଥିଲେ । ଏହି ରବି ରାୟ କହିଥିଲେଯେ, ଆଗାମୀ ଦିନ କଂଗ୍ରେସ କିପରୀ ରାରକେଲା ଓ ଓଡ଼ିଶା କଂଗ୍ରେସ ଦଳ ମଜବୁତ କରିବ ଓ ସାଧାରଣ ଲୋକଙ୍କୁ ଆସ୍ଥାଭାଜନ ପାଇଁ କାମ କରିବ । ଏହି ସ୍ଵାଗତ ଓ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ କଂଗ୍ରେସ ନେତା ଆଡ଼ଭୋକେଟ୍ ଦୀନ ବକ୍ଷୁ ଭୋଳ, ପୂର୍ବତନ ବିଧାୟକ ପ୍ରଧତ ମହାପାତ୍ର,ସୋମନାଥ ପଣ୍ଡା ଓ ଓରାମ ସଂ ଯୋଗଦାନ କରିଛନ୍ତି ।

Leave a Reply

Your email address will not be published.