ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ବୈଠକ

ଖୋର୍ଦ୍ଧା,(ନାଗରାଜ ନ୍ୟୁଜ): ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଓ ବାର୍ଷିକ କାର୍ଯ୍ୟ ସୂଚୀ ସମ୍ପର୍କରେ ଆଲୋଚନା ଚକ୍ର ଖୋର୍ଦ୍ଧା ସ୍ଥିତ ମା ମଙ୍ଗଳା ପ୍ରାଙ୍ଗଣରେ ତା ୦୬.୦୩.୨୦୨୩ରିଖରେ ଅନୁଷ୍ଠିତ ହୋଇଯାଇଅଛି।ବୈଠକର ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଡକ୍ଟର ପୂର୍ଣ୍ଣଚନ୍ଦ୍ର ଦାଶ,ମୁଖ୍ୟ ବକ୍ତା ଭାବେ ଡକ୍ଟର ପ୍ରଫୁଲ୍ଲ କୁମାର ସାମନ୍ତରାୟ,ସମ୍ମାନନୀୟ ଅତିଥି ଭାବେ ଶ୍ରୀ ଶରତ ଚନ୍ଦ୍ର ସୁବୁଦ୍ଧି,ଡକ୍ଟର ରଶ୍ମି କର, ବଳରାମ ତରାଇ ଆସନ ଅଳଙ୍କୃତ କରିଥିଲେ।କର୍ମକର୍ତ୍ତା ଚୟନ ପ୍ରକ୍ରିୟାରେ ସଭାପତି -ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ଦାଶ, ଉପ ସଭାପତି – ଡକ୍ଟର ରଶ୍ମି କର, କାର୍ଯକାରୀ ସଭାପତି -ରୋହିତି ନାରାୟଣ ମହାପାତ୍ର , କାର୍ଯକାରୀ ସମ୍ପାଦକ – ବଂଶୀ ଧର ଦାସ, ମୁଖ୍ୟ ସମ୍ପାଦିକା – ସରସ୍ଵତୀ ନାୟକ, ସହ ସମ୍ପାଦକ – ବାସୁଦେବ ସାହୁ, ଯୁଗ୍ମ ସମ୍ପାଦକ – ଜବାହର ସୁବୁଦ୍ଧି, ବିକ୍ରମ ଚମ୍ପତି, ମୁଖ୍ୟପୃଷ୍ଠପୋଷକ_ କରୁଣାକର ମଲ୍ଲିକ, ପୃଷ୍ଠ ପୋଷକ ଓ ପରାମର୍ଶଦାତା – ତାରିଣୀ ପ୍ରସାଦ ମହାନ୍ତି, ଶରତନାୟକ, ପର୍ଶୁରାମ ବେହେରା, ଇଁ ଅର୍ଚ୍ଚନା ଦାଶ, ଦେବାଶିଷ ରଥ, ପ୍ରେମାନନ୍ଦ କୁସୁମ, prof ତାରା ପ୍ରସାଦ ଶତପଥୀ,ସସ୍ମିତା ତରାଇ ପଦ୍ମନାଭତ୍ରିପାଠୀ, ରଶ୍ମିତା ପ୍ରଧାନ, ମୁଖ୍ୟ ଉପଦେଷ୍ଟା- ପଦ୍ମବିଭୂଷଣ ରମାକାନ୍ତରଥ, ସମ୍ପ୍ରସାରକ – ପଞ୍ଚାନନକାନୁନଗୋ,ଉପଦେଷ୍ଟା ମଣ୍ଡଳୀ- ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ,ଡ ପ୍ରସନ୍ନପାଟ୍ଟଶାଣି, ରକ୍ଷକନାୟକ,ସତ୍ୟବାଦୀ ବଳିଆର ସିଂ,ପ୍ରଭାତ କୁମାର ପାଣଗ୍ରାହୀ,ଗୋପାଳକୃଷ୍ଣ ଦାସ,ଡକ୍ଟର ଶରତ ଚନ୍ଦ୍ର ଚଇଁନୀ,ରଶ୍ମି ପଟ୍ଟନାୟକ,ଡକ୍ଟର ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଦିବ୍ୟାଲୋଚନ ଭାରିମଲ, ନଳିନୀ ଦାସ, ଡକ୍ଟର ନିଳାଦ୍ରିନଥ ଜଗଦେବ, ଡକ୍ଟର ମୃତ୍ୟୁଞ୍ଜୟ ରଥ,ଡକ୍ଟର ଅନିତା ପଣ୍ଡା,ସନ୍ତୋଷ କୁମାର ସାହୁ,ଦୟାନିଧି ତ୍ରିପାଠୀ,ଅଖିଳ କୁମାର ପଲାଇ, ଅନିତା ପଟ୍ଟନାୟକ, ସଙ୍ଗୀତା ସାହୁ, ଗୋଦାବରୀ ଭୋଳ, କାର୍ଯକାରୀ ସଦସ୍ୟ – ନମିତା ମଲ୍ଲ, ଚିତ୍ରଲେଖା ଆଚାର୍ଯ୍ୟ,ସସ୍ମିତା ଭୋଳ, ନିରଦ ଚନ୍ଦ୍ର ଜେନା,ବୈଜୟନ୍ତିି ନାୟକ, ଆର୍ତ୍ତତ୍ରାଣ ସାହୁ,ମିଥୁନ ଶତପଥୀ,ମୃତ୍ୟୁଞ୍ଜୟ ରାଉତରାୟ, ନିରୀକ୍ଷକ – କୈଳାଶ ଚନ୍ଦ୍ର ବେହେରା,ଅନିତା ପଟ୍ଟନାୟକ,ଆଇନ ସମ୍ମତ ଉପଦେଷ୍ଟା – ଚିତ୍ତରଞ୍ଜନ ନନ୍ଦ, ମଉଆ ମୁକ୍ତିକାନ୍ତ ବୈଶାଖ୍ୟ ,ଦିଲ୍ଲୀପ କୁମାର ନନ୍ଦ,ଦେବାଶିଷ ରଥଙ୍କୁ ଚୟନ କରାଯାଇ ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ଭାବେ ତା_୦୬.୦୩.୨୦୨୩ ରିଖରୁ ୦୬.୦୩.୨୦୨୩ରିଖ ପର୍ଯ୍ୟନ୍ତ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରତିଷ୍ଠାତା ବଳରାମ ତରାଇ।ବୈଠକର ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ ନୂଆ ପ୍ରୟାସ ଜାରି ରହିବ ଓ ଆଗାମୀ ମାର୍ଚ୍ଚ ୩୦ ତାରିଖକୁ ମାସିକ ବୈଠକ ଅନୁଷ୍ଠିତ ହେବ।

Leave a Reply

Your email address will not be published.