ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ଆହତ

ମୁମ୍ବାଇ, (ନାଗରାଜ ନ୍ୟୁଜ): ଅଭିନେତା ଟାଇଗର ଶ୍ରଫ୍ ସୁଟିଂ ସେଟରେ ଆହତ ହୋଇଛନ୍ତି । ସେ ତାଙ୍କ ଚଳଚ୍ଚିତ୍ର ‘ଗଣପତ’ର ସୁଟିଂ ପାଇଁ ବ୍ରିଟେନରେ ଅଛନ୍ତି । ‘ଗଣପତ’ର ସୁଟିଂ ସମୟରେ ଟାଇଗରଙ୍କ ଆଖିରେ ଆଘାତ ଲାଗିଛି । ସେ ନିଜେ ଏହି ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି ।
ଟାଇଗର ଶ୍ରଫ୍ ଫିଲ୍ମର ସେଟ୍ ଉପରେ ସେଲଫି କ୍ଲିକ୍ କରିଛନ୍ତି ଯେଉଁଥିରେ ସେ ସବୁଜ ଟି-ସାର୍ଟ ଏବଂ ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ଟ୍ ଅଭିନେତା ଲେଖିଛନ୍ତି, ‘ଗଣପତ ଫାଇନାଲ କାଉଣ୍ଟଡାଉନ୍’ ।

ଏହି ଫଟୋରେ ଏହା ଦେଖିବାକୁ ମିଳିଛିଯେ, ତାଙ୍କ ଆଖି ଫୁଲି ଯାଇଛି ।

Leave a Reply

Your email address will not be published.