ଲଞ୍ଚ ହେଲା ହାର୍ଟ ବିଟ ମ୍ୟୁଜିକ ଭିଡ଼ିଓ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ହୋଟେଲ ଆର୍ଯ୍ୟ ପ୍ୟାଲେସରେ ହାର୍ଟ ବିଟ ମ୍ୟୁଜିକ ଭିଡ଼ିଓ ଲଞ୍ଚ ହୋଇଯାଇଛି । ଏହି ମ୍ୟୁଜିକ ଭିଡ଼ିଓର ସୁଟିଙ୍ଗ ଭୂବନେଶ୍ୱର ଓ ପୁରୀରେ ହୋଇଛି । ମ୍ୟୁଜିକ ଭିଡିଓର ପ୍ରଡ୍ୟୁସର ହେଉଛନ୍ତି ଦୀପକ । ଏହି ଭିଡ଼ିଓର କୋରିଓଗ୍ରାଫି ଦେଇଛନ୍ତି ବିଦୁ । ମ୍ୟୁଜିକ ଭିଡ଼ିଓରେ ଶେଫାଳି ଓ ଦୀପକ ଅଭିନୟ କରିଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published.